Jump to content

ନିଉମୋନିଆଁ

ଉଇକିଅଭିଧାନ‌ରୁ

ନିଉମୋନିଆଁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ନିମୋନିଆ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ନ୍ୟୁମୋନିଆ)

[ସମ୍ପାଦନା]

ଫୁସ୍ଫୁସ୍ର ପ୍ରବାହ ଜନିତ ସାନ୍ନିପାତିକ ବିକାରବିଶେଷ; ବାତକଫ ଜନିତ ଫୁସ୍ଫୁସ୍ ଫୁଲା — Pneumonia.

[ଦ୍ରଷ୍ଟବ୍ୟ —ହୃଦୟର ଦୁଇ ପାଖର ଫୁସ୍ଫୁସ୍ ବା ଫୁସ୍ଫୁସ୍ ଦୁଇ ଫାଳ ଯାକର ପ୍ରଦାହ ଓ ଫୁଲା ହେଲେ ତାକୁ ଡବଲ୍ ନିଉମୋନିଆ କହନ୍ତି]