ନିକଟ

ଉଇକିଅଭିଧାନ‌ରୁ

ବିଶେଷଣ(ସଂସ୍କୃତ)[ସମ୍ପାଦନା]

  • ସମୀପବର୍ତ୍ତୀ
  • ଅଦୂର
  • ଆସନ୍ନ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ନୈକଟ୍ୟ; ସାମୀପ୍ୟ

(ଦେଶଜ)[ସମ୍ପାଦନା]

  • ସମୀପକୁ; ପାଖକୁ; ପ୍ରତି
  • ସମୀପରେ
  • ପାଖରୁ
  • ଅଦୁର ଭବିଷ୍ୟତରେ; ଶୀଘ୍ରନିକଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନୈକଟ୍ୟ—ବି)

  • (file)

ସଂସ୍କୃତ - ବିଶେଷଣ - (ନି ଉପସର୍ଗ+କଟ ଧାତୁ=ସୀମାପକୁ ଯିବା=ଅ; ଯାହା ପାଖରେ ଥିବାରୁ ତହିଁ ସମୀପକୁ ଯିବାକୁ ପଡ଼େ ନାହିଁ)[ସମ୍ପାଦନା]

୧. ସମୀପବର୍ତ୍ତୀ —୧. Near; proximate.
୨. ଅଦୁର —୨. Adjacent; lying close.
୩. ଆସନ୍ନ —୩. Impending.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ନୈକଟ୍ୟ; ସାମୀପ୍ୟ — Proximity; nearness (M.W.)

[ଦ୍ରଷ୍ଟବ୍ୟ —ଏହି ଶବ୍ଦ ସଙ୍ଗେ ବିଭକ୍ତ୍ୟନ୍ତ ପ୍ରତ୍ୟୟ ଲାଗେ, ଯଥା— ନିକଟକୁ, ନିକଟରୁ, ନିକଟରେ]

(ଦୂର—ବିପରୀତ)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ସଂସ୍କୃତ - ନିକଟେ)[ସମ୍ପାଦନା]

୧. ସମୀପକୁ; ପାଖକୁ; ପ୍ରତି — ୧. Near; to,
୨. ସମୀପାରେ —୨. At; with; at hand.
୩. ପାଖରୁ —୩. From.
୪. ଅଦୁର ଭବିଷ୍ୟତ୍ରେ; ଶୀଘ୍ର — ୪. Very soon; in near; future.