Jump to content

ନିକଟବର୍ତ୍ତୀ

ଉଇକିଅଭିଧାନ‌ରୁ

ନିକଟବର୍ତ୍ତୀ

ଉଚ୍ଚାରଣ

[ସମ୍ପାଦନା]
(ନିକଟବର୍ତ୍ତିନୀ—ସ୍ତ୍ରୀ) 

(ନିକବର୍ତ୍ତିତା—ଅନ୍ୟରୂପ)

  • (file)
  • (file)

ସଂସ୍କୃତ - ବିଶେଷଣ - (ନିକଟ+ବୃତ୍ ଧାତୁ କର୍ତ୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]
୧. ସନ୍ନିହିତ; ସମୀପସ୍ଥ —୧. Adjacent.
୨. ପାଖରେ ଥିବା — ୨. Nighbouring.