ନିକଟିବା
ଦେଖଣା
ନିକଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ନିଷ୍କର୍ଷଣ)
[ସମ୍ପାଦନା](ଦାନ୍ତ)ନେଫଡ଼ିବା; (ଦାନ୍ତ) ପଦାକୁ ଦେଖାଇବା — To exhibit; to show out (one's teeth).
[ଦ୍ରଷ୍ଟବ୍ୟ —ଦୁଇ ଓଠକୁ ମେଲା କରି ହସିବା ବା କାନ୍ଦିବା ବେଳେ ଓଠ ଅଳ୍ପ ମେଲା ହୋଇ ଦନ୍ତପଂକ୍ତିର କେତେକ ଅଂଶ ଦେଖା ଗଲେ ତାକୁ ଦାନ୍ତ ନିକୁଟିବା; ଦନ୍ତପଂକ୍ତି ଆହୁରି ବେଶୀ ଦେଖା ଗଲେ ତାକୁ ଦାନ୍ତ ନେଫେଡ଼ିବା ଓ ସର୍ବେଥିରୁ ଆହୁରି ବେଶୀ ଦେଖା ଗଲେ ତାକୁ ଦାନ୍ତ ନିସିଡ଼ିବା ଓ ସର୍ବପେକ୍ଷା ଅଧିକ ମେଲା ହୋଇ ଦାନ୍ତଯାକ ଦେଖାଗଲେ ତାକୁ ଦାନ୍ତ ଛେଡ଼ିବା କହନ୍ତି ଦାନ୍ତ ଛୋଡ଼ିବା ଅଶିଷ୍ଟ ବ୍ୟବହାର ଅଟେ ନୁକୁଟିବା ଶବ୍ଦ କେବଳ ଦାନ୍ତ ପରେ ବ୍ୟବହୃତ ହୁଏ]