ନିକଟ ସମ୍ପର୍କ
ଦେଖଣା
ନିକଟ ସମ୍ପର୍କ
ଉଚ୍ଚାରଣ
[ସମ୍ପାଦନା](ନିକଟ ସମ୍ୱନ୍ଧ—ଅନ୍ୟରୂପ)
ନିକଟ ସମ୍ପର୍କୀ—ପୁଂ, ନିକଟ ସମ୍ପର୍କିନୀ—ସ୍ତ୍ରୀ, ନିକଟ ସମ୍ୱନ୍ଧୀ—ପୁଂ, ନିକଟ ସମ୍ୱନ୍ଧନୀ—ସ୍ତ୍ରୀବିଣ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଅନ୍ତରଙ୍ଗ ବନ୍ଧୁତା — ୧. Kinship; nearness of relationship.
- ୨. ଘନିଷ୍ଠ ସମ୍ୱନ୍ଧ — ୨. Close connection.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଯାହା ସଙ୍ଗେ ନିକଟ ସମ୍ପର୍କ ଅଛି —Closely related.