ନିକଲିବା
ଦେଖଣା
ନିକଲିବା
ଉଚ୍ଚାରଣ
[ସମ୍ପାଦନା](ନିକାଲିବା—ପ୍ରୟୋଜକରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ନିର୍ଗତ; ପ୍ରା. ନିକ୍କିଳିତ) ସଂସ୍କୃତ - ନିଷ୍କାସନ; ହିନ୍ଦିରୁ ଅନୁକୃତ)
[ସମ୍ପାଦନା]- ୧. ବହିର୍ଗତ ହେବା — ୧. To come out.
- ୨. ବାହାରି ଯିବା; ନିର୍ଗତ ହେବା — ୨. To issue forth.
- ୩. ସ୍ରବିବା —୩. To coze out.
- ୪. ବହିଷ୍କୃତ ହେବା —୪. To be driven out.
- ୫. ଭିତର ଭେଦ କରି ଫୁଟି ଯିବା — ୫. To pierce through.
ସେ କାଣ୍ଡ ଚାଣ୍ଡେଦାଣ୍ଡେ ପଡ଼ିଣ ଗମିଲା, ସାତଶାଳ ନିକିଳି ତଳକୁ ଫୁଟିଲା—କୃଷ୍ଣସିଂହ. ମହାଭାରତ. ବନ
- ୬. ବଳିବା; ବହକା ରହିବା; ଉଦ୍ଗତ ହେବା — ୬. To jut out; project.
ଶେଣୀ ମୁଣ୍ଡାଳିମାନ ଖମ୍ୱକୁ ନିକିଲି ୮ ଆଙ୍ଗୁଳ ଲେଖାଁଏ ଥିବ ଜଗବନ୍ଧୁ. ପ୍ରାଚୀନ ଉତ୍କଳ
- ୭. ଖସିଯିବା —୭. To slip off.