ନିକଷ
ଦେଖଣା
ନିକଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନି+କଷ୍ ଧାତୁ=ଘଷିବା; ବଧ କରିବା+ଅଧି. ଅ)
[ସମ୍ପାଦନା]- ୧. ଶାଣ; ଶାହାଣ ପଥର — ୧. Polishing stone; whetstone.
- ୨. କଷଟି ପଥର —୨. Touchstone.
ହେମରେଖା ପୁଷ୍ପେ ନିକଷ ସଙ୍କାଶ, ଚରମେ ଦୋଳଇ କୃଷ୍ଣ କେଶ ପାଶ ରାଧାନାଥ. ନନ୍ଦିକେଶ୍ୱରୀ
- ୩. ସୁନା ରୂପା କଷିବାର ବା ପରୀକ୍ଷା କରିବାର ସ୍ଥାନ — ୩. A place for testing gold and silver.
- ୪. ନିକଷୋପଳ ରେଖା; କଷ୍ଟି ପଥରରେ ପଡ଼ିଥିବା ସୁନାର ଗାର —୪. A line drawn on a touchstone with gold; a streak of gold made on a touch stone (Apte).
- ୫. ପରୀକ୍ଷା; ପରଖ —୫. Test (Apte).