Jump to content

ନିକଷା

ଉଇକିଅଭିଧାନ‌ରୁ

ନିକଷା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ନାମ)

[ସମ୍ପାଦନା]
୧. ସୁମାଳୀର କନ୍ୟା; ରାବଣର ମାତା; ବିଶ୍ରବାର ସ୍ତ୍ରୀ —୧. Name of a demoness, mother of Rābaṇa.

[ଦ୍ରଷ୍ଟବ୍ୟ —ଏହାଙ୍କ ପୁତ୍ର ରାବଣ, କୁମ୍ଭକର୍ଣ୍ଣ ଓ ବିଭୀଷଣ ଏବଂ କନ୍ୟା ସୂର୍ପଣଖା ଥିଲେ]

୨. ରାକ୍ଷସ ମାତା — ୨. Mother of imps or demons. (Apte).
୧. ନିକଟରେ —୧. Near.
୨. ମଧ୍ୟରେ —୨. Between; within; in the midst; amidst.