Jump to content

ନିକା

ଉଇକିଅଭିଧାନ‌ରୁ

ନିକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଇତର) (ସଂସ୍କୃତ - ନିଜ୍ ଧାତୁ=ନିର୍ମଳୀକରଣ; ନିକ୍ତ= ନିର୍ମଳୀକୃତ)

[ସମ୍ପାଦନା]
୧. ଘର ଓଳାଇବା — ୧. Sweeping a house clean.
୨. ଘର ଲିପିବା —୨. Smearing a house with water.

ପ୍ରାଦେଶିକ - (ଗଡ଼ଜାତ) ଅ.

[ସମ୍ପାଦନା]

ଆଦୌ; ମୁଣୁହୁଁ; ଜମାରୁ — At all; from the beginning; at the out- set.

ଅନୁବାଦ

[ସମ୍ପାଦନା]

=== ବୈଦେଶିକ - ବିଶେଷ୍ୟ - (ଫାରାସୀ - ନିକାହ)

ମୁସଲମାନ୍ମାନଙ୍କ ମଧ୍ୟରେ ପ୍ରଚଳିତ ବିଧବା ବିବାହ —Widow-marriage amongst the Mahomedans.