Jump to content

ନିକାଞ୍ଚନ

ଉଇକିଅଭିଧାନ‌ରୁ

ନିକାଞ୍ଚନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. (ସଂସ୍କୃତ - ନିଷ୍କାଞ୍ଚନ) ଧନହୀନ; ନିଃସ୍ୱ — ୧. Poor; pennyless.
୨. (ସଂସ୍କୃତ - ନିଷ୍କିଞ୍ଚନ) ନିର୍ଜନ; ନୀରୋଳା — ୨. Solitary; lonely (place).

ଏବେ ଯା ନଗରୀ, ଥିଲା ଆଗେ ତାହା ମହା ନିକାଞ୍ଚନ ସ୍ଥଳ—ରାଧାନାଥ. ଯଯାତି