ନିକାମ
ଦେଖଣା
ନିକାମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - କ୍ରି. ବିଶେଷଣ - (ନି+କମ୍ ଧାତୁ=ଇଚ୍ଛା କରିବା+ଅ.)
[ସମ୍ପାଦନା]- ୧. ସ୍ୱେଚ୍ଛାପୂର୍ବକ —୧. Voluntarily.
ହରିରିତି ହରିରିତି ଜପେ ମନଷ୍କମ ବିରହେ ମରଣ ବିହି ଅଛଇ ନିକାମ ପ୍ରାଚୀ. ରସବାରିଧି
- ୨. ଆପଣାର ଇଚ୍ଛାନୁରୂପ — ୨. According to one's desire (Apte).
- ୩. ଆପଣାର ସନ୍ତୋଷ ମୁତାବକ —୩. To one's satisfaction; to the heart's content. (Apte)
- ୪. ଅତ୍ୟନ୍ତ — ୪. Very much; exceedingly. (Apte)
ବିଶେଷଣ -
[ସମ୍ପାଦନା]- ୧. ଯଥେଷ୍ଟ; ପର୍ଯ୍ୟାପ୍ତ —୧. Sufficient; plentiful.
- ୨. ସାତିଶୟ —୨. Excessive.
- ୩. ଇଷ୍ଟ; ଅଭିଳଷିତ —୩. Wished for.
ବିଶେଷ୍ୟ -
[ସମ୍ପାଦନା]- ୧. ଗୃହ —୧. House; dwelling; abode.
- ୨. ପରମାତ୍ମା; ପରଂବ୍ରହ୍ମ —୨. The Supreme Soul.