ନିକାଲିବା
ଦେଖଣା
ନିକାଲିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିଖାଳିବା, ନିକାଲିଦେବାଅନ୍ୟରୂପ
ଦେଶଜ - କ୍ରି. [ସଂସ୍କୃତ - ନିଷ୍କାଳନ; ନିଷ୍କର୍ଷଣ (Beams;) ନିକିଲିବାର ପ୍ରୟୋଜକ ରୂପ]
[ସମ୍ପାଦନା]- ୧. ତଡ଼ିଦବା; ବହିଷ୍କୃତ କରିବା —୧. To drive out; to drive away; to expell.
- ୨. ବହିର୍ଗତ କରାଇବା; ବାହାର କରିବା —୨. To cause to come out; to bring out.
- ୩. ଚୁପୁଡ଼ିକରି (ରସଆଦି) ବାହାର କରିବା — ୩. To wring out; to extract; to press out.
- ୪. ଓଟାରି ଆଣିବା —୪. To draw out.