ନିକାଶ
ଦେଖଣା
- ପ୍ରକାଶ
- ସଦୃଶ୍ୟ
- ଦୃଷ୍ଟି
- ନୈକଟ୍ୟ
- ଚେହେରା
- ବିନାଶ; ବଧ
- ବହିର୍ଗମନ
- ସମାଧାନ
- ସମାପ୍ତି; ଶେଷ
- ବିନାଶ, ମୃତ୍ୟୁ
- ନିଷ୍ପତ୍ତି
- ନିର୍ଦ୍ଧାରଣ; ସ୍ଥିରୀକରଣ
- ହିସାବ ଆଦି ସଫା କରିବା ବା ବୁଝାଇଦେବା
- ଋଣ ଆଦିର ପରିଶୋଧ
- ବିଶୋଧନ ପାଉତି; ସମାପ୍ତି ରସିଦ
- ଜଳ ନିର୍ଗମନ
ବିଶେଷଣ (ଦେଶଜ)
[ସମ୍ପାଦନା]- ମୃତ
- ନିଷ୍ପତ୍ତି କରା ଯାଇଥିବା
- ପରିଶୋଧିତ
- ସମାପ୍ତ
- ବହିର୍ଗତନିକାଶ
ଉଚ୍ଚାରଣ
[ସମ୍ପାଦନା](ନିକାସ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ନି+କାଶ୍ ଧାତୁ=ଶୋଭା ପାଇବା+ଭାବ. ଅ)
[ସମ୍ପାଦନା]- ୧. ପ୍ରକାଶ —୧. Exhibition; appearing.
- ୨. ଚକ୍ରବାଳ —୨. Horizon.
- ୩. ସାଦୃଶ୍ୟ —୩. Likeness; similarity (Apte)
- ୪. ଦୃଷ୍ଟି —୪. Sight; appearance.
- ୫. ନୈକଟ୍ୟ —୫. Vicinity; proximity.
- ୬. ଚେହେରା —୬. Appearance.
- ୭. ବିନାଶ; ବଧ —୭. Destruction; killing.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିଷ୍କାଶ; ନିଷ୍କାସନ)
[ସମ୍ପାଦନା]- ୧. ବହିର୍ଗମନ — ୧. Issuing out.
- ୨. ସମାଧାନ —୨. Accomplishing.
- ୩. ସମାପ୍ତି; ଶେଷ —୩. Finish; completion.
- ୪. ବିନାଶ; ମୃତ୍ୟୁ — ୪. Death; extinction.
- ୫. ନିଷ୍ପତ୍ତି —୫. Decesion; disposal.
- ୬. ନିର୍ଦ୍ଧାରଣ; ସ୍ଥିରୀକରଣ — ୬. Settlement; adjustment; determination.
- ୭. ହିସାବଆଦି ସଫା କରିବା ବା ବୁଝାଇଦେବା — ୭. Clearing off of accounts; final adjustment and clearance of accounts; explaing of accounts.
- ୮. ଋଣ ଆଦିର ପରିଶୋଧ —୮. Satisfaction of a debt; repayment; discharge.
- ୯. ବିଶାଧନ ପାଉତି; ସମାପ୍ତି ରସିଦ — ୯. Acquittance roll; receipt of full payment; full satisfaction receipt.
- ୧. ଜଳ ନିର୍ଗମନ —୧୦. Exit of water.
ବିଶେଷଣ -
[ସମ୍ପାଦନା]- ୧. ମୃତ —୧. Dead.
- ୨. ନିଷ୍ପତ୍ତି କରା ଯାଇଥିବା — ୨. Decided; disposed of.
- ୩. ପରିଶୋଧିତ —୩. Liquidated; cleared off.
- ୪. ସମାପ୍ତ —୪. Finished; completed.
- ୫. ବହିର୍ଗତ —୫. Come out.