Jump to content

ନିକାଶି

ଉଇକିଅଭିଧାନ‌ରୁ

ନିକାଶି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷଣ - ଓ ବିଶେଷ୍ୟ -

[ସମ୍ପାଦନା]

ନିକାଶ (ଦେଖ) - — Nikāṡa (See)

ନିକାଶି ତମସୁକୁଟା ସକାଶେ ଏତେ ଜିଗତ କାହିଁକି? ଭିକାରୀ. ସଂସାରଚିତ୍ର

ଦେଶଜ - (କଚିରିଆ) ବିଶେଷ୍ୟ -

[ସମ୍ପାଦନା]

(ଦଲୀଲ ଆଦିରେ ବ୍ୟବହୃତ ଯଥା—ବିକିରେୟ ସମ୍ପତ୍ତିରେ କେହି ଦାବୀଦାର ଉପସ୍ଥିତ ହେଲେ ବା କୌଣସି ବାଧା ଜାତ ହେଲେ ତହିଁର ଖଲାସି ଓ ନିକାଶିର ଭାର ଆମ୍ଭ ତକ ଓ ଆମ୍ଭର ବାଲି, ବାରସ ଉତ୍ତରାଧିକାରିମାନଙ୍କ ତକ ରହିଲା)

ମୀମାଂସା —Disposal; settlement.