Jump to content

ନିକାଶିବା

ଉଇକିଅଭିଧାନ‌ରୁ

ନିକାଶିବା

ଉଚ୍ଚାରଣ

[ସମ୍ପାଦନା]

(ନିକାଶି ଦେବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଶେଷ କରିବା — ୧. To finish.
୨. ମୀମାଂସା କରିବା — ୨. To settle.

ନିକଶିଦେବାକୁ ଗଲେ ଶମନ ସକାଶ—ରଧାନାଥ. ବେଣୀସଂହାର