Jump to content

ନିକାଶ କରିବା

ଉଇକିଅଭିଧାନ‌ରୁ

ନିକାଶ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନିକାଶ କରିଦେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ହିସାବ) ମୀମାଂସା କରିବା — ୧. To settle; to dispose of.

ହିସାବକରିଦେଲେ ମୁଁ ନିକାଶ କରିନେବ— ଭିକାରୀ. ସଂର୍ଗରଚିତ

୨. (ଧନ, ବସ୍ତୁ) ବିନାଶ କରିବା — ୨. To destroy; to exhaust.
୩. (ମନୁଷ୍ୟ, ଜୀବ) ମାରି ପକାଇବା —୩. To kill.
୪. (ପାଣି) ଖଲାସ କରିବା —୪. To discharge.
୫. (କାର୍ଯ୍ୟ) ଶେଷ କରିବା —୫. To finish.