ନିକାୟ
ଦେଖଣା
ନିକାୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ନି+ଚି ଧାତୁ=ଏକତ୍ର କରିବା; ତୋଳିବା+ଅଧି. ଅ; ନିପାତନ)
[ସମ୍ପାଦନା]- ୧. ଆବାସ; ଗୃହ —୧. House; dwelling; habitation.
- ୨. ସମୂହ —୨. Multitude; gathering.
- ୩. ଏକ ଜାତୀୟ ପ୍ରାଣୀମାନଙ୍କର ସଂହତି; ସମୁଚ୍ଚୟ; ପହ୍ଲ — ୩. Congregation; crowd; herd; assembly.
- ୪. ଲକ୍ଷ୍ୟ —୪. Aim; mark; target.
- ୫. ପରମାତ୍ମା —୫. The Supreme Soul.
- ୬. ଗଦା; ରାଶି —୬. Heap (Apte).