Jump to content

ନିକିଟି ମହୁ

ଉଇକିଅଭିଧାନ‌ରୁ

ନିକିଟି ମହୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଏକ ପ୍ରକାର ଛୋଟ ମହୁମାଛି — ୧. A kind of small bee; Apis Floria

[ଦ୍ରଷ୍ଟବ୍ୟ —ଏମାନେ ଗଛ ବା କାନ୍ଥରେ ଖୋଲରେ ଛୋଟ ଫେଣା ବାନ୍ଧନ୍ତି]

୨. ନିକଟି ମହୁମାଛିଙ୍କଦ୍ୱାରା ସଞ୍ଚିତ ମଧୁ — ୨. Honey made by the Nikaṭi bees.