ନିକିତି
ଦେଖଣା
ନିକିତି
ଉଚ୍ଚାରଣ
[ସମ୍ପାଦନା](ନିକ୍ତି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିଷ୍କ=ସ୍ୱର୍ଣ୍ଣ ମୁଦ୍ରା+ମିତ୍ତ=ପରିମାଣ କରିବା; କିମ୍ୱା ନିଷ୍କ+ପାତ୍ରୀ)
[ସମ୍ପାଦନା]ବଣିଆର ତରାଜୁ; ସୁନା ରୂପା ଓଜନ କରିବାର ସୂକ୍ଷ୍ମ ତୁଳାଦଣ୍ଡ; ଛୋଟ ତରାଜୁ — Goldsmith's balance; a small pair of scales; a small balance.
ଜାଣିଥିଲିକି? କିଏ ସୂନା କିଏ ପିତଳ ବୋଲି ନିକିତି ପକେଇ ତୁଳି ଥିଲିକି?—ଢ଼ଗ