Jump to content

ନିକୁଞ୍ଚକ

ଉଇକିଅଭିଧାନ‌ରୁ

ନିକୁଞ୍ଚକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+କୁଞ୍ଚ୍ ଧାତୁ=ସଂଯତ କରିବା+କର୍ତ୍ତୃ. ଅକ)

[ସମ୍ପାଦନା]
୧. ପରିମାଣବିଶେଷ; ଏକ କୁଡ଼ବର ୧/୪: ଅଂଶ — ୧. A measure of capacity equal to ୧/୪ of a Kuṟḍ̠abs.

[ଦ୍ରଷ୍ଟବ୍ୟ —ଏଥିରେ ଅପଭ୍ରଷ୍ଟ ଓଡ଼ିଆ ଶବ୍ଦ କୁଞ୍ଚା]

୨. ଜଳ ବେତସ (ହିନ୍ଦୀ - ଶବ୍ଦସାଗର) — ୨. Aquatic ratan.