Jump to content

ନିକୁଞ୍ଜ

ଉଇକିଅଭିଧାନ‌ରୁ

ନିକୁଞ୍ଜ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ନି=ଅର୍ଥହୀନ ଉପସର୍ଗ+କୁଞ୍ଜ)

[ସମ୍ପାଦନା]
୧. କୁଞ୍ଜ; ଲତା ଗୃହ; ଲତା ମଣ୍ଡପ — ୧. Bower; thicket; an arbour.
୨. ଖିଲାଣ ଥିବା ଘର — ୨. A vault; cavern (Apte).

[ଦ୍ରଷ୍ଟବ୍ୟ —ବୃକ୍ଷ ଲତାଦିଦ୍ୱାରା ଘର ପରି ହୋଇଥିବା ସ୍ଥାନକୁ ଓ ଲତାଦିଦ୍ୱାରା ସବୁ ଆଡ଼େ ଆଚ୍ଛାଦିତ ବା ମଣ୍ଡପକୁ ନିକୁଞ୍ଜ ବୋଲାଯାଏ]

ଦେଶଜ - ବିଶେଷଣ -

[ସମ୍ପାଦନା]

କୃପଣ; କାମ୍ପୀ —Niggardly; stingy.