Jump to content

ନିକୁଟା ମାଧିଆ

ଉଇକିଅଭିଧାନ‌ରୁ

ନିକୁଟା ମାଧିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଗାଳି)

[ସମ୍ପାଦନା]
୧. ଯେଉଁ ବ୍ୟକ୍ତି ଦାନ୍ତ ନିକୁଟି କରି ପରଠାରେ ପ୍ରାର୍ଥନା କେର — ୧. A person who supplicates with undue humility.
୨. କୃପଣ ବ୍ୟକ୍ତି —୨. Miserly-person.
୩. ନିର୍ଲ୍ଲଜ୍ଜ ବ୍ୟକ୍ତି —୩. Shameless person.
୪. ନୀଚ ବ୍ୟକ୍ତି —୩. Mean person.
୫. ଜିଗରଦାର୍ ବ୍ୟକ୍ତି —୫. Persistent person.
୬. ଯେ କୌଣସି କାର୍ଯ୍ୟକୁ ତନ୍ନ ତନ୍ନ କରି ସାମାନ୍ୟ ସାମାନ୍ୟ ଅଂଶକୁ ନିରେଖିକରି ଦେଖି ଅତି ବିଳମ୍ୱରେ କରେ — ୬. A dilatory person; a person who dose a work by attending to the most insignificant details.