Jump to content

ନିକୁମ୍ଭ

ଉଇକିଅଭିଧାନ‌ରୁ

ନିକୁମ୍ଭ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+କୁ=ପୃଥିବୀ+ଭୂ ଧାତୁ ହେବା+ଅ)

[ସମ୍ପାଦନା]
୧. କୁମ୍ଭକର୍ଣ୍ଣର ଏକ ପୁତ୍ର — ୧. Name of a son of Kumbhakarṇṇa.

[ଦ୍ରଷ୍ଟବ୍ୟ —ଏହାକୁ ହନୁମାନ୍ ବଧ କରିଥିଲା; ଏ ରାବଣର ମନ୍ତ୍ରୀ ଥିଲା—ହିନ୍ଦୀ - ଶ.]

୨. ଦନ୍ତୀଗୁଳ୍ମ; ଜୟପାଳ —୨. Croton plant.
୩. ଗଣାଧିପ; ଶିବାନୁ ଚରଣବିଶେଷ — ୩. Name of an attendant of Siba.
୪. ପ୍ରହ୍ଲାଦର ଏକ ପୁତ୍ର (ହିନ୍ଦୀ - ଶ.) — ୪. Name of a son of Prahlāda.
୫. କୃଷ୍ଣଙ୍କଦ୍ୱାରା ହତ ଶତପୁରର ଅସୁର ରାଜା (ହିନ୍ଦୀ - ଶ.) — ୫. Name of a demon-king killed by Kṛushṇa.
୬. ହରିବଂଶଲିଖିତ ହର୍ଯ୍ୟଶ୍ୱ ରାଜାଙ୍କ ପୁତ୍ର (ହିନ୍ଦୀ - ଶ.) — ୬. Name of a prince mentioned in the haribaṁṡa,
୭. ବିଶ୍ୱଦେବତାବିଶେଷ (ହିନ୍ଦୀ - ଶ.) — ୭. Name of a Biṡwadeba Deity.
୮. କୌରବ ସେନାପତି ଜଣେ ରାଜା (ହିନ୍ଦୀ - ଶ.) — ୮. Name of a king who commanded the force of the K&aline;&uline;rabas.
୯. କାର୍ତ୍ତିକେୟଙ୍କ ଗଣବିଶେଷ (ହିନ୍ଦୀ - ଶ.) — ୯. Name of an attendant of kārttikeya.


୧. ସୁନ୍ଦ ଉପସୁନ୍ଦ ରାକ୍ଷସଙ୍କ ପିତା —୧୦. Name of the father of demona Sunda and Upasunda (Apte).