Jump to content

ନିକୃନ୍ତନ

ଉଇକିଅଭିଧାନ‌ରୁ

ନିକୃନ୍ତନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+କୃତ୍ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ରାମ୍ପିବା —୧. Scratching.
୨. ଛେଦନ —୨. Cutting down.
୩. ବିନାଶନ —୩. Destroying.

ଯା ଝଟକ କେବେ ଲବେ ନ ପରଇ ମ୍ଳାନି କ୍ରୁରକାଳ, ନିତ୍ୟ କୀର୍ତ୍ତି ନିକୃନ୍ତନେ—ରାଧାନାଥ, ମହାଯାତ୍ରା

୪. ଛେଦନ ଯନ୍ତ୍ର — ୪. An instrument for cutting (Apte).
୫. ନରକବିଶେଷ — ୫. Name of a hell (M.W.).