ନିକୃଷ୍ଟ
ଦେଖଣା
ନିକୃଷ୍ଟ
ଉଚ୍ଚାରଣ
[ସମ୍ପାଦନା](ନିକୃଷ୍ଟା—ସ୍ତ୍ରୀ)
ଉତ୍କୃଷ୍ଟ, ପ୍ରକୃଷ୍ଟବିପରୀତ
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ନି+କୃଷ୍ ଧାତୁ=କର୍ଷଣ କରିବା, ଅବଜ୍ଞା କରିବା +କର୍ମ. ତ)
[ସମ୍ପାଦନା]- ୧. ସମାଜରୁ ତାଡ଼ିତ —୧. Excommunicated
- ୨. ଅଧନ —୨. Vile; debased.
- ୩. ନୀଚ —୩. Low; mean.
- ୪. ମନ୍ଦ —୪. Bad; wicked.
- ୫. ଜଘନ୍ୟ —୫. Ugly.
- ୬. ଅପକୃଷ୍ଟ —୬. Deteriorated; inferior.
- ୭. ଘୃଣିତ —୭. Despised.
- ୮. ଇତର —୮. Vulgar.
- ୯. ନିକଟବର୍ତ୍ତୀ —୯. Near; adjacent.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ନୈକଟ୍ୟ —Proximity (Apte).