Jump to content

ନିକୃଷ୍ଟ ପ୍ରବୃତ୍ତି

ଉଇକିଅଭିଧାନ‌ରୁ

ନିକୃଷ୍ଟ ପ୍ରବୃତ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କାମ, ବୁଭୁକ୍ଷା, ସ୍ୱାର୍ଥନ୍ଧତା, ଜିଘାଂସା, ଆସଙ୍ଗଲିପ୍ସା ପ୍ରଭୃତି ମନୁଷ୍ୟର ନୀଚ ଓ ସ୍ୱାର୍ଥପର ପ୍ରବୃତ୍ତି ସକଳ; ପାଶବ ବୃତ୍ତି — The lower or animal propensities in man.

[ଦ୍ରଷ୍ଟବ୍ୟ —ଆତ୍ମରକ୍ଷା ଓ ପରିବାର ପ୍ରତିପାଳନ ଏହି ବୃତ୍ତିର ପ୍ରଧାନ ପ୍ରୟୋଜନ—ପ୍ରକୃତିବାଦ]