ନିକେଇବା
ଦେଖଣା
ନିକେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ଇତର) (ସଂସ୍କୃତ - ନିଜ୍ ଧାତୁ=ନିର୍ମଳୀକରଣ. ନିକ୍ତି=ନିର୍ମଳୀକୃତ)
[ସମ୍ପାଦନା]- ୧. ଗୃହ ମାର୍ଜନ କରିବା; ଓଳାଇବା —୧. To sweep a house clean.
- ୨. ପରିଷ୍କୃତ କରିବା —୨. To cleanse.
- ୩. ଘର ଧୋଇ ସଫା କରିବା — ୩. To wash the house clean.
- ୪. ଘର ଲିପିବା —୪. To smear the walls and floor of a house with cowdung and water.