Jump to content

ନିକେତ

ଉଇକିଅଭିଧାନ‌ରୁ

ନିକେତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+କିତ୍ ଧାତୁ=ବାସ କରିବା+ଅଧିକରଣ. ଅ)

[ସମ୍ପାଦନା]

ନିକେତନ (ଦେଖ) - —Niketana (See)



ନିକେତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ନବନୀତ ଧୂପ; ସରଳ ନିର୍ଯାସ; ତାର୍ପିନ (ବିଶ୍ୱକୋଷ) —୧. Turpentine
୨. ରକ୍ତ ପଦ୍ମ (ବିଶ୍ୱକୋଷ) —୨. Red lotus
୩. ସୁବର୍ଣ୍ଣ (ବିଶ୍ୱକୋଷ) —୩. Gold.