ନିକେତନ
ଦେଖଣା
ନିକେତନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନି+କିତ୍ ଧାତୁ=ବାସ କରିବା+ଅଧିକରଣେ. ଅନ)
[ସମ୍ପାଦନା]- ୧. ଗୃହ —୧. House; home.
- ୨. ଆବାସ —୨. Abode; residence; habitation; dwelling.
- ୩. ପଲାଣ୍ଡୁ; ପିଆଜ —୩. Onion.
ନିକେତନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଶ୍ରୀ = ଲକ୍ଷ୍ମୀ+ ନିକେତନ= ଗୃହ)
[ସମ୍ପାଦନା]- ୧. ଲକ୍ଷ୍ମୀଙ୍କ ବାସସ୍ଥାନ; ବୌକୁଣ୍ଠ — ୧. The residence of Goddess Lakshmī
- ୨. (ବହୁବ୍ରୀହି) ବିଷ୍ଣୁ —୨. Bishṇu
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶ୍ରୀନିକେତ)
[ସମ୍ପାଦନା]ପଦ୍ମ —Lotus.
[ଉ— ଶ୍ରୀନିକେତନ ଜିଣି ନେତ୍ର, କିଞ୍ଚିତ ଈକ୍ଷଣେ ପବିତ୍ର ଜଗନ୍ନଥ. ଭାଗବତ]