Jump to content

ନିକେଲ୍

ଉଇକିଅଭିଧାନ‌ରୁ

ନିକେଲ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଏକପ୍ରକାର ମିଶ୍ରଧାତୁ — Nickel.

[ଦ୍ରଷ୍ଟବ୍ୟ —ଏହା ସୁର୍ମା, କୋଇଲା, ଗନ୍ଧକ ଓ ଶଙ୍ଖୁଆ ମିଶ୍ରିତ ଅବସ୍ଥାରେ ଖଣିରୁ ମିଳେ ଏହା ଶୋଧିତ ହେଲେ ରୂପା ପରି ଉଜ୍ଜ୍ୱଳ ଦିଶେ ରୂପା ଅପେକ୍ଷା ଏହା ଟାଣୁଆ ଓ ଅଧିକ ବିଳମ୍ୱରେ ତରଳେ ଓ ଏହା ଲୁହା ପରି ଚୁମ୍ୱକ ଶକ୍ତି ଗ୍ରହଣ କରେ ୧୭୫୧: ଖ୍ରୀଷ୍ଟାବ୍ଦରେ ଜଣେ ଜର୍ମାନ୍ ଏହା ଆବିଷ୍କାର କରିଥିଲେ ଏ ଧାତୁ କାନ୍ଦାହାର, ରାଜପୁତନା ଓ ସିଂହଳରେ ମିଳେ ଏଥିରେ ଆଜିକାଲି ଅଣି, ଦୋଓଣି, ସୂଉକି ଓ ଅଧୂଲି ତିଆରି ହେଉଅଛି ତମ୍ୱା ସଙ୍ଗେ ଏହାକୁ ମିଶାଇଲେ ଏଥିରେ ରୂପା ପରି ଉଜ୍ଜ୍ୱଳ ଧାତୁ ହୁଏ (ଜର୍ମାନ୍ ସିଲ୍ଭର୍) ଓ ଏହା ଆଲୁମିନିଅମ୍ ସହିତ ମଧ୍ୟ ମିଳାଯାଏ—ହିନ୍ଦୀ - ଶବ୍ଦସାଗର]