Jump to content

ନିକ୍ରୋଧ

ଉଇକିଅଭିଧାନ‌ରୁ

ନିକ୍ରୋଧ

ଉଚ୍ଚାରଣ

[ସମ୍ପାଦନା]

(ନିକ୍ରୋଧୀ—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ଅକ୍ରୋଧନ; ନିଷ୍କ୍ରୋଧନ)

[ସମ୍ପାଦନା]

ଅକ୍ରୋଧନ —Not habituated to rage; unruffled.

ନିଷ୍କାମ ନିକ୍ରୋଧ ନିର୍ଲୋଭ ତୁମ୍ଭର ଦର୍ଶନ ଦୁର୍ଲୋଭ ଭୂପତି. ପ୍ରେମପଞ୍ଚାମୃତ