ନିକ୍ଷିପ୍ତ
ଦେଖଣା
ନିକ୍ଷିପ୍ତ
ଉଚ୍ଚାରଣ
[ସମ୍ପାଦନା](ନିକ୍ଷେପ—ବି)
ସଂସ୍କୃତ - ବିଶେଷଣ - (ନି+କ୍ଷିପ୍ ଧାତୁ=ଫୋପାଡ଼ିବା+କର୍ମ. ତ)
[ସମ୍ପାଦନା]- ୧. ଫୋପଡ଼ା ହୋଇଥିବା; ଫିଙ୍ଗାଯାଇଥିବା ୧. Cast off; thrown away.
- ୨. ଇତସ୍ତତଃ ବୁଣାଯାଇଥିବା — ୨. Thrown about; scattered about.
- ୩. ବର୍ଜିତ; ତ୍ୟକ୍ତ — ୩. Left; abandoned; rejectecd.
- ୪. ସମର୍ପିତ; ନ୍ୟସ୍ତ — ୪. Entrusted; kept in trust.
- ୫. ସ୍ଥାପିତ; ଗଚ୍ଛିତ —୫. Deposited; place.
- ୬. ଯାମିନ ସ୍ୱରୂପ ଆବଦ୍ଧ ରଖାଯିବା; ବନ୍ଧକ ରଖାଯିବା — ୬. Pledged; pawned.
- ୭. ପ୍ରେରିତ —୭. Sent; sent off (Apte).
- ୮. ଅତିବାହିତ (ସମୟ) —୮. Spent (time).