Jump to content

ନିକ୍ୱଣ

ଉଇକିଅଭିଧାନ‌ରୁ

ନିକ୍ୱଣ

ଉଚ୍ଚାରଣ

[ସମ୍ପାଦନା]

ନିକ୍ୱାଣ, ନିକ୍ୱାଣନ, ନିକ୍ୱାଣନାଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ନି+କ୍ୱଣ ଧାତୁ=ଶବ୍ଦ କରିବା+ଭାବ. ଅ)

[ସମ୍ପାଦନା]
୧. ବୀଣା ଧ୍ୱନି; ତନ୍ତ୍ରୀର ଝଙ୍କାର — ୧. Musical note of stringed instruments; the twanging sound of a harp.
୨. ଧ୍ୱନି; ନିନାଦ —୨. Sound; tone; tune.