Jump to content

ନିଖ

ଉଇକିଅଭିଧାନ‌ରୁ

ନିଖ

ଉଚ୍ଚାରଣ

[ସମ୍ପାଦନା]

(ନିଖୀ—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିକ୍ଷା; ଲିକ୍ଷା)

[ସମ୍ପାଦନା]
୧. ଉକୁଣୀଙ୍କ ଡିମ୍ୱ; ଲିଖ — ୧. The eggs of lice; a nit.

[ଦ୍ରଷ୍ଟବ୍ୟ —ଉକୁଣୀମାନଙ୍କର ୩ଗୋଟି ଅବସ୍ଥା ହୁଏ, ଯଥା—୧ ନିଖ ଅବସ୍ଥା, ୨ ଗଜୀ— ଡିମ୍ୱ ଫୁଟିଥିବା ସାନ ଉକୁଣୀ, ୩ ଡିଙ୍ଗା—ବଡ଼ ଉକୁଣୀ]

୨. ବାଳକ ବାଳିକାଙ୍କୁ ଦିଆଯିବା ନାମ — ୨. Name given to boys and girls.

ବିଶେଷଣ -

[ସମ୍ପାଦନା]

ଅତି କ୍ଷୁଦ୍ର —Tiny; minute.