Jump to content

ନିଖଟୁ

ଉଇକିଅଭିଧାନ‌ରୁ

ନିଖଟୁ

ଉଚ୍ଚାରଣ

[ସମ୍ପାଦନା]

(ନିଖାଟୁ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଅସମର୍ଥ —୧. Incapable.
୨. ସୁସ୍ଥୀ; ଆଳସ୍ୟପରାୟଣ —୨. Idle.
୩. ନିକର୍ମା; କର୍ମକୋଢ଼ୀ — ୩. Lazy; doing no work worthless.
୪. ଶକ୍ତିହୀନ —୪. Powerless.
୫. ଅପରିଶ୍ରମୀ; ଅଖଟୁ; ପରିଶ୍ରମକାତର — ୫. Disliking work; afraid of work.

ହୋଇ ସମଦଶାପନ୍ନ ନିଖଟୁ ପଣରେ ଅଧୋଗତିକୁ ପ୍ରାଧାନ୍ୟ ମଣିଭାନ୍ତେ ହାୟ ଚିନ୍ତାମଣି. ବିକ୍ରମାଦିତ୍ୟ

୬. ନିକମା; ଅଯୋଗ୍ୟ —୬. Worthless.


୬. ଯେ ଏଣେ ତେଣେ ବୁଲି ବୃଥାରେ ସମୟ ନଷ୍ଟକରେ — ୬. Loafing.