Jump to content

ନିଖତରା

ଉଇକିଅଭିଧାନ‌ରୁ

ନିଖତରା

ଉଚ୍ଚାରଣ

[ସମ୍ପାଦନା]

ନିଖତ୍ରା, ନିଖତରିଆ, ନିଖତିରିଆ, ନିଖତ୍ରିଆ, ନିଖେତରା, ନିଖେତେରା, ନିଖେତ୍ରା, ନିଖେତ୍ରିଆଅନ୍ୟରୂପ

(ନିଖତରୀ, ନିଖତ୍ରୀ—ସ୍ତ୍ରୀ) 

ଦେଶଜ - ବଣ. ପୁଂ. (ସଂସ୍କୃତ - ନିକ୍ଷତ୍ର)

[ସମ୍ପାଦନା]
୧. ନିଃସହାୟ; ଅସହାୟ (ବ୍ୟକ୍ତି) — ୧. Helpless (person).
୨. ନିରାଶ୍ରୟ —୨. Without protection or support.
୩. ଅତି ହୀନ ବା ଦୀନ (ବ୍ୟକ୍ତି) — ୩. Very low (person).
୪. ନିଖଟୁ (ଦେଖ) - ୪. Nikhaṭu (See)