Jump to content

ନିଖନନ

ଉଇକିଅଭିଧାନ‌ରୁ

ନିଖନନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+ଖନ୍ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ମୁର୍ଦ୍ଦାର ପୋତିବା; କବର ଦେବା — ୧. Burial; interment.
୨. ଖୋଳିବା —୨. Digging.
୩. (+କର୍ମ. ଅନ) ମାଟି; ମୃତ୍ତିକା—(ହିନ୍ଦୀ - ଶ) —୩. Soil; earth.