ନିଖର୍ଚା
(ନିଖରଚା—ଅନ୍ୟରୂପ)
ବେଖରଚା; ବିନା ବ୍ୟୟରେ ସମ୍ପାଦିତ; ମାଗଣା — Free of cost; got or done gratis.
ବିନା ବ୍ୟୟରେ; ମାଗଣାରେ —Gratis.