Jump to content

ନିଖର୍ବ

ଉଇକିଅଭିଧାନ‌ରୁ

ନିଖର୍ବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ଓବିଶେଷଣ - (ସଂଖ୍ୟାବାଚକ)

[ସମ୍ପାଦନା]

ଦଶ ଖର୍ବ ସଂଖ୍ୟା; ୧; ଦଶ ହଜାର କୋଟି ସଂଖ୍ୟା — Hundred thousand millions; hundred billions.

[ଦ୍ରଷ୍ଟବ୍ୟ —ସଂଖ୍ୟା ଗଣନାର ବାକ୍ୟ ଯଥା— ଏକଂ ଦଶଂ ଶତଂ ଚୈବ ସହସ୍ର ମଯୁତଂ ତଥା ଲକ୍ଷଂ ଚ ନିୟୁତଂ ଚୈବ କୋଟି ରର୍ବୁଦ ମେବଚ ବୃନ୍ଦଂ ଖର୍ବଂ ନିଖର୍ବଂ ଚ ଶଙ୍ଖଂ ପଦ୍ମଂ ଚ ସାଗରଂ ଅନ୍ତଂ ମଧ୍ୟଂ ପରାର୍ଦ୍ଧଂ ଚ କ୍ରମାଦ୍ଦଶଗୁଣୋତ୍ତରଂ]

[ଦ୍ରଷ୍ଟବ୍ୟ —ମନିଅର୍ବିଲିଆମ୍ସ ଓ ଆପ୍ତେନିଖର୍ବର ଅଂରାଜୀ Billion (ସଂସ୍କୃତ - ବୃନ୍ଦା) ଲେଖିଅଛନ୍ତି]

(ନିଖର୍ବା—ସ୍ତ୍ରୀ) 

ବିଶେଷଣ - ପୁଲିଙ୍ଗ - (ନି=ଅତିଶୟ+ଖର୍ବ=ହ୍ରସ୍ୱ)

[ସମ୍ପାଦନା]
୧. ଅତି ଛୋଟ —୧. Dwarfish; very small; tiny.
୨. ବାଙ୍ଗୁରା; ହ୍ରସ୍ୱ, ଗେଡ଼ା —୨. Stunted.