ନିଖଳିଆ
ଦେଖଣା
ନିଖଳିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ନିଖଳା, ନିଖଲୁଆ—ଅନ୍ୟରୂପ)
(ନିଖଳୀ, ନିଖଳେଇ—ସ୍ତ୍ରୀ)
ଦେଶଜ - ବିଶେଷଣ -(ସଂସ୍କୃତ - ନିର୍ ଓ ଖଳ)
[ସମ୍ପାଦନା]- ୧. ଅଖଳା; ନଷ୍କପଟ (ବ୍ୟକ୍ତି) —୧. Frank; open-hearted (person).
- ୨. ଉତ୍ତମ ସ୍ୱଭାବ (ବ୍ୟକ୍ତି) ୨. Godd natured (person).
- ୩. ଯେ ପରର ଅନିଷ୍ଟ କରେ ନାହିଁ —୩. Unoffending.
- ୪. ଖଳିଆ ବା ନରମ ହୋଇ ନ ଥିବା (ଅନ୍ନ) — ୪. Not become gruelly (boiled rice).