Jump to content

ନିଖାଦ

ଉଇକିଅଭିଧାନ‌ରୁ

ନିଖାଦ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ନିଷାଦ; ଉତ୍ତର ପଶ୍ଚିମ ପ୍ରଦେଶରେ ଓ ହିନ୍ଦୀରେ 'ଷ' ସ୍ଥଳରେ 'ଖ' ଉଚ୍ଚାରଣ)

[ସମ୍ପାଦନା]
୧. ନିଷାଦ; ହାତୀର ଗର୍ଜନ ଶବ୍ଦ —୧. The deep roaring sound of an elephant.
୨. 'ସା, ରେ, ଗା, ମା, ପା, ଧା, ନି'ର ଶେଷ ସ୍ୱର; ସଂଗୀତର ୭ମ ସ୍ୱର; 'ନି' ନାମକ ସ୍ୱର —୨. The ୭th note in the Hindu vocal or instrumental music.
୩. ବେହେଲାର ୪ର୍ଥ ତାର ଘର୍ଷଣ ଶବ୍ଦ — ୩. The bass (tone) in violin.