ନିଖାରିବା
ଦେଖଣା
ନିଖାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିଖାରିବା
|
ନିଖରାଇବା, ନିଖରେଇବା, ନିଖିରାଇବା, ନିଖିରେଇବା,ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ନିଖାରିବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. (ସଂ ନି+ରେଖା) କୌଣସି ବସ୍ତୁକୁ କାଠିଆଦିଦ୍ୱାରା ରେଖାଙ୍କିତ କରି ଚିରିବା ବା ପରୀକ୍ଷା କରିବା — ୧. To examine a thing by scratching it with a pointed stick etc.
- ୨. (ସଂସ୍କୃତ - ନିରୀକ୍ଷଣ) ନିରିଖିବା; ନିରୀକ୍ଷଣ କରିବା; ତନ୍ନ ତନ୍ନ କରି ଦେଖିବା; ଲେଉଟପାଉଟ କରି ଦେଖିବା —୨. To examine very closely; to scrutinise.
ନିଖାରି ନିଖାରି ଦେଖେ ସେ କାଗଜ ରାଧାନାଥ. ଦରବାର