Jump to content

ନିଖିଳ

ଉଇକିଅଭିଧାନ‌ରୁ

ନିଖିଳ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷଣ - (ନି+ଖିଳ=ପରିଶିଷ୍ଟ, ଯାହାର କିଛି ମାତ୍ର ପରିମିଷ୍ଟ ନାହିଁ)

[ସମ୍ପାଦନା]

ଅଖିଳ; ସମଗ୍ର; ସମୁଦାୟ; ସମସ୍ତ, ସକଳ; ସାରା —All; entire; whole.

(ଯଥା—ନିଖିଳ ବ୍ରହ୍ମାଣ୍ଡ, ନିଖିଳ ଜଗତ)