Jump to content

ନିଖୁଣ

ଉଇକିଅଭିଧାନ‌ରୁ

ନିଖୁଣ

ଉଚ୍ଚାରଣ

[ସମ୍ପାଦନା]

ନିଖୁଁତ, ନିଖୁନ୍ତଅନ୍ୟରୂପ

  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ନିର୍ ଓ କ୍ଷୂର୍ଣ୍ଣ)

[ସମ୍ପାଦନା]
୧. ଅକ୍ଷୂର୍ଣ୍ଣ; ସମଗ୍ର; ପୂର୍ଣ୍ଣାଙ୍ଗ — ୧. Entire; whole.
୨. ଅକ୍ଷତ; ଅଭଗ୍ନ —୨. Unbroken.

ନିଖୁଣ ସେ ଲାଗିଥିଲା ବର ଓହଳରେ ଅଜୟଚନ୍ଦ୍ର ଶର ଓ ଗୀତ

୩. ଦୋଷ ବା ତ୍ରୁଟିଶୂନ୍ୟ; ନିର୍ଦୋଷ — ୩. Flawless; unblemished; free from defects.

(ଯଥା—ନିଖୁଣ ରୂପ)

୪. ଅସ୍ପଷ୍ଟ —୪. Untouched.
୫. ନୀରୋଗ; ଅନାମୟ — ୫. Healthy; Free from illness.
୬. ଯାହାକୁ କେହି ଖୁଣି ପାରେ ନାହିଁ — ୬. In which no one can find any fault.
୭. ଅତୁଳନୀୟ —୭. Incomparable; nonparell
୮. ଅନିନ୍ଦ୍ୟ —୮. Unblamable; irreproachable.