ନିଗଡ଼
ଦେଖଣା
ନିଗଡ଼
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନି+ଗଡ଼ ଧାତୁ=ବନ୍ଧନ କରିବା+କରଣ. ଅ)
[ସମ୍ପାଦନା]- ୧. ଲୁହା ଶିକୁଳି —୧. Iron chain.
- ୨. ଗୋଡ଼ର ବେଡ଼ି —୨. Shackles; fetters; foot- chain.
ରତ୍ନପୁର ପତି କଣ୍ଡୁଳ କରମ ଲୋଡ଼ଇ ଲୌହ ନିଗଡ଼—ରାଧାନାଥ. ପାର୍ବତୀ
- ୩. ହସ୍ତୀର ପଦବନ୍ଧନ ରଜ୍ଜୁ — ୩. The heel-chain of an elephant.
- ୪. ହରିକାଠ —୪. A pair of stocks.
ବିଶେଷଣ -
[ସମ୍ପାଦନା]- ୧. ଦୃଢ଼ବଦ୍ଧ —୧. Firmly tied.
- ୨. ଶୃଙ୍ଖଳାଦ୍ୱାରା ବଦ୍ଧ —୨. Fettered; chained.
=== ଦେଶଜ - ବିଶେଷଣ - (ସଂସ୍କୃତ - ଗାଢ଼)
ଘୋର; ଗହମ (ନିଦ) — Deep (slumber).