ନିଗଡ଼ିତ
ଦେଖଣା
ନିଗଡ଼ିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ନିଗଡ଼+ଅଛି ଅର୍ଥରେ. ଇତ)
[ସମ୍ପାଦନା]- ୧. ଶୃଙ୍ଖଳାବଦ୍ଧ —୧. Chained; fettered.
- ୨. ଦୃଢ଼ବଦ୍ଧ —୨. Tightly fixed or bound.
- ୩. ହରିକାଠରେ ଆବଦ୍ଧ — ୩. Confined in the stocks.
- ୪. ଲୁହା ଶିକୁଳିଦ୍ୱାରା ଯେଉଁ ହାତୀର ଗୋଡ଼ ବନ୍ଧା ଯାଇଥାଏ —୪. (an elephant) Tied with the leg-chain; shackled.