Jump to content

ନିଗଣ

ଉଇକିଅଭିଧାନ‌ରୁ

ନିଗଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି=ନିଶ୍ଚୟ+ଗଣ୍ ଧାତୁ=ଜାଣିବା+ଅ; ଯାହାଦ୍ୱାରା ଅଗ୍ନିର ଅସ୍ତିତ୍ୱ ଜଣାଯାଏ)

[ସମ୍ପାଦନା]

ଯଜ୍ଞଧୂମ; ହୋମଧୂମ — The smoke from 'Homa' or burnt offerings; the smoke of a sacrificial fire.