ନିଗଦ
ଦେଖଣା
ନିଗଦ
ଉଚ୍ଚାରଣ
[ସମ୍ପାଦନା](ନିଗାଦ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ନି=ନିଶ୍ଚୟ+ଗଦ୍ ଧଆତୁ=କହିବା+କର୍ମ. ଅ)
[ସମ୍ପାଦନା]- ୧. କଥନ; ଭାଷଣ —୧. Speech; talk.
- ୨. କଥୋପକଥନ — ୨. Conversation.
- ୩. ଶବ୍ଦ —୩. Sound.
- ୪. ଉଚ୍ଚୈର୍ଜପ; ଉଚ୍ଚୈଃସ୍ୱରରେ ପ୍ରର୍ଥନା — ୪. Loud prayer; prayer recited aloud.
- ୫. କଥିତ ଭାଷା —୫. Spoken language; a vernacular.
- ୬. କୌଣସି ବିଷୟର ଉଲ୍ଲେଖ —୬. Mention.