ନିଗନ୍ଧ
ସୁଗନ୍ଧ ପୁଷ୍ପବିଶେଷ — A kind of sweet-scented flower.
ରଙ୍ଗଣୀ ଚୂତ ଅଙ୍କୁର ଅରବିନ୍ଦ ନିଗନ୍ଧ କୁନ୍ଦ ପୁନ୍ନାଗ ପ୍ରାଚୀ. ରହସ୍ୟମଞ୍ଜରୀ
ନିର୍ଗନ୍ଧ; ଗନ୍ଧହୀନ — Scentless.