Jump to content

ନିଗାବାନି

ଉଇକିଅଭିଧାନ‌ରୁ

ନିଗାବାନି

ଉଚ୍ଚାରଣ

[ସମ୍ପାଦନା]

ନିଗା(ଘା)ବା(ମା)ନ୍, ନିଗା(ଘା)ନିଷ୍ଟା(ଷ୍ଠା), ନିଂଘାମା(ବା)ନ୍(ନି), ନିଂଘାନିଷ୍ଟା(ଷ୍ଠା)ଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ନିଗାହ୍ୱାନୀ)

[ସମ୍ପାଦନା]
୧. ବିଶେଷ ଦୃଷ୍ଟି — ୧. Watchful look.
୨. ଦେଖାଶୁଣା; ତତ୍ତ୍ୱାବଧାନ — ୨. Taking care; supervising.
୩. ଜଗିବା —୩. watching.
୪. ଜିମାରେ ନେବା — ୪. Taking into custody.